panchang
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯ ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ
ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୦୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ- ୦୬.୨୭ ରୁ ୦୮.୫୧
ଦିବା- ୦୧.୦୯ ରୁ ୦୩.୧୫
ଦିବା- ୦୪.୦୩ ରୁ ୦୪.୦୯
ରାତ୍ରି- ୦୮.୦୩ ରୁ ୦୯.୩୯
ରାତ୍ରି- ୧୨.୦୩ ରୁ ୦୧.୦୯
ରାତ୍ରି- ୦୨.୩୯ ରୁ ୦୫.୩୯
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୦୯ ରୁ ୦୫.୩୯
କାଳବେଳା- ଦିବା ୧୧.୩୯ ରୁ ୦୧.୦୯
ବାରବେଳା- ଦିବା ୧୦.୦୯ ରୁ ୧୧.୩୯
କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୩୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/panchang_1726455437.jpg)