Panchang Today 22nd November 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭକାର୍ଯ୍ୟ

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୫.୦୯ ଗତେ ସିଂହ। ତିଥି- ୭ମୀ ସନ୍ଧ୍ୟା ୦୬.୦୮ ଗତେ ୮ମୀ।

Panchang

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୫.୦୯ ଗତେ ସିଂହ। ତିଥି- ୭ମୀ ସନ୍ଧ୍ୟା ୦୬.୦୮ ଗତେ ୮ମୀ। ଘାତଚନ୍ଦ୍ର- ସନ୍ଧ୍ୟା ୦୫.୦୯ ଗତେ କର୍କଟ ଓ ମକର ରାଶିର। ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୬.୦୮ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ-୦୬.୦୩ ରୁ ୦୬.୪୭

ପ୍ରାତଃ- ୦୭.୩୧ ରୁ ୦୮.୪୭

ଦିବା- ୧୧.୫୪ ରୁ ୦୨.୫୦

ଦିବା- ୦୩.୩୪ ରୁ ୦୫.୦୨

ସନ୍ଧ୍ୟା- ୦୫.୫୪ ରୁ ୦୮.୧୭

ରାତ୍ରି- ୧୧.୫୯ ରୁ ୦୧.୪୩

ରାତ୍ରି-୦୨.୩୫ ରୁ ୦୪.୧୯

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୦ ରୁ ୧୧.୩୨

କାଳବେଳା- ଦିବା ୧୦.୧୦ ରୁ ୧୧.୩୨

ବାରବେଳା- ଦିବା ୦୮.୪୭ ରୁ ୧୦.୧୦

କାଳରାତ୍ରି- ରାତ୍ରି ୦୮.୧୭ ରୁ ୦୯.୫୫