Panchang Today 22nd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

 ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ ।ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ

Today Panchang,

 ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ ।ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୨.୫୮ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଛନ ଦାନ ସନ୍ଧ୍ୟା ୦୬.୩୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୦୨ ରୁ ୦୮.୧୪

ଦିବା- ୧୦.୨୬ ରୁ ୧୧.୩୨

ଦିବା- ୦୧.୨୨ ରୁ ୦୩.୩୪

ସନ୍ଧ୍ୟା- ୦୫.୫୪ ରୁ ୦୬.୪୬

ରାତ୍ରି- ୦୮.୩୦ ରୁ ୦୨.୪୮

ରାତ୍ରି- ୦୪.୨୫ ରୁ ୦୬.୦୩

ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଅଶୁଭ ସମୟ

ରାହୁକାଳ – ଦିବା ୧୧.୩୨ ରୁ ୧୨.୫୫

କାଳବେଳା- ଦିବା ୦୮.୪୭ ରୁ ୧୦.୧୦

ବାରବେଳା- ଦିବା ୧୧.୩୨ ରୁ ୧୨.୫୫

କାଳରାତ୍ରି- ରାତ୍ରି ୦୨.୪୮ ରୁ ୦୪.୨୫