Panchang
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି- ପୂର୍ଣ୍ଣିମା ପ୍ରାତଃ ୦୬.୩୭ ଗତେ ପତିପ୍ରଦ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ:
ଦିବା -୧୦.୦୯ ରୁ ୧୨.୧୫
ଦିବା -୦୩.୦୬ ରୁ ୦୩.୪୬
ରାତ୍ରି -୦୭.୪୫ ରୁ ୦୭.୫୧
ରାତ୍ରି -୧୧.୨୭ ରୁ ୦୧.୩୬
ରାତ୍ରି -୦୩.୦୩ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା-୦୮.୩୦ ରୁ ୧୦.୦୯
କାଳବେଳା- ପ୍ରାତଃ-୦୫.୧୨ ରୁ ୦୬.୫୧ ଓ ଦିବା ୦୪.୪୫ ରୁ ୦୬.୨୪
ବାରବେଳା- ଦିବା-୦୧.୨୭ ରୁ ୦୩.୦୬
କାଳରାତ୍ରି- ସନ୍ଧ୍ୟା-୦୬.୨୪ ରୁ ୦୭.୪୫ ଓ ରାତ୍ରି ୦୩.୫୧ ରୁ ୦୫.୧୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1719020848.jpg)