Panchang Today 22nd July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୧.୧୧ ଗତେ ୨ ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୧.୧୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

Panchang

ଶୁଭ ସମୟ

ପ୍ରାତଃ-୦୫.୨୨ ରୁ ୦୭.୦୦

ଦିବା-୧୦.୩୪ ରୁ ୦୧.୧୧

ଦିବା -୦୪.୪୫ ରୁ ୦୫.୩୧

ସନ୍ଧ୍ୟା-୦୭.୦୭ ରୁ ୦୯.୧୯

ରାତ୍ରି- ୧୧.୫୩ ରୁ ୦୨.୨୭

ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୦୦ ରୁ ୦୮.୩୭

କାଳବେଳା- ପ୍ରାତଃ ୦୭.୦୦ ରୁ ୦୮.୩୭

ବାରବେଳା- ଦିବା ୦୩.୦୮ ରୁ ୦୪.୪୫

କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୩