Panchang Today 22nd April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୪ଶୀ ରାତ୍ରି ୦୩.୨୬ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୫.୨୭ ରୁ ୦୭.୦୧

ଦିବା- ୧୦.୨୯ ରୁ ୦୧.୦୦

ଦିବା-୦୪.୨୮ ରୁ ୦୫.୧୨

ସନ୍ଧ୍ୟା- ୦୬.୪୮ ରୁ ୦୯.୦୫

ରାତ୍ରି- ୧୧.୪୪ ରୁ ୦୨.୨୪

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୦୧ ରୁ ୦୮.୩୬

କାଳବେଳା- ପ୍ରାତଃ ୦୭.୦୧ ରୁ ୦୮.୩୬

ବାରବେଳା- ଦିବା ୦୨.୫୪ ରୁ ୦୪.୨୮

କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୪