• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଘାତଚନ୍ଦ୍ର- ବିଛା ରାଶିର ଦିବା ୦୪.୨୨ ଗତେ କନ୍ୟା ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୫୨ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୨୭ରୁ ୦୭.୫୦

ଦିବା-୧୦.୫୨ରୁ ୦୧.୦୪

ଦିବା-୦୪.୦୫ରୁ ୦୪.୪୪

ସନ୍ଧ୍ୟା-୦୬.୨୦ରୁ ୦୮.୫୬

ରାତ୍ରି- ୧୧.୫୮ରୁ ୦୨.୫୯

ଅଧିକ ପଢ଼ନ୍ତୁ: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୫୦ରୁ ୦୯.୧୨

କାଳବେଳା- ପ୍ରାତଃ ୦୭.୫୦ରୁ ୦୯.୧୨

ବାରବେଳା- ଦିବା ୦୨.୪୩ରୁ ୦୪.୦୫

କାଳରାତ୍ରି- ରାତ୍ରି ୧୦.୨୦ରୁ ୧୧.୫୮