/odishatv-khabar/media/post_attachments/uploadimage/library/16_9/16_9_0/Panchang_1708401580.jpg)
Panchang
ସୈାର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୧ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୭.୪୪ ଗତେ କର୍କଟ । ତିôଥ- ୧୨ଶୀ ଦିବା ୧୧.୨୭ ଗତେ ୧୩ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୭.୪୪। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୭ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୮ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୧୬ ରୁ ୦୭.୪୭
ଦିବା-୧୦.୩୪ ରୁ ୧୧.୩୭
ଦିବା-୦୧.୫୫ ରୁ ୦୪.୫୮
ସନ୍ଧ୍ୟା-୦୬.୩୪ ରୁ ୧୦.୪୫
ରାତ୍ରି- ୦୨.୦୫ ରୁ ୦୩.୦୭
ନିଶାନ୍ତ-୦୪.୪୧ ରୁ ୦୬.୧୫
ଅଧିକ ପଢ଼ନ୍ତୁ: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି
Advertisment
ଅଶୁଭ ସମୟ:
ରାହୁକାଳ - ଦିବା ୧୨.୦୦ ରୁ ୦୧.୨୬
କାଳବେଳା- ଦିବା ୦୯.୦୮ ରୁ ୧୦.୩୪
ବାରବେଳା- ଦିବା ୧୨.୦୦ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୩.୦୭ ରୁ ୦୪.୪୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)