Panchang Today 21st October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର। ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୧୫ ଗତେ ମିଥୁନ। ତିଥି- ୫ମୀ ରାତ୍ରି ୦୨.୨୯ ଗତେ ୬ । ଘାତଚନ୍ଦ୍ର- ବୃଷ ରାଶିର , ସନ୍ଧ୍ୟା ୦୬.୧୫ ଗତେ କନ୍ୟା । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।

Panchang

ଶୁଭ ସମୟ-
ପ୍ରାତଃ– ୦୫.୪୭ ରୁ ୦୭.୧୩

ଦିବା- ୦୮.୫୦ ରୁ ୧୧.୦୮
ରାତ୍ରି- ୦୭.୪୫ ରୁ ୦୯.୫୭
ରାତ୍ରି- ୦୨.୨୬ ରୁ ୦୩.୧୬

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭ ସମୟ- 
ରାହୁକାଳ- ପ୍ରାତଃ ୦୭.୧୩ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୧୩ ରୁ ୦୮.୩୯
ବାରବେଳା-ଦିବା ୦୨.୨୩ ରୁ ୦୩.୪୯
କାଳରାତ୍ରି- ରାତ୍ରି ୦୯.୫୭ ରୁ ୧୧.୩୧