Today Panchang
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୯ମୀ ରାତ୍ରି ୦୧.୧୦ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୦୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ ।
ଶୁଭ ସମୟ
ପ୍ରାତଃ- ୦୬.୦୨ ରୁ ୦୬.୪୬
ଦିବା- ୦୮.୪୭ ରୁ ୧୧.୧୦
ସନ୍ଧ୍ୟା- ୦୫.୦୨ ରୁ ୦୬.୪୦
ରାତ୍ରି- ୦୮.୧୭ ରୁ ୦୮.୩୦
ରାତ୍ରି- ୦୯.୨୨ ରୁ ୧୧.୫୮
ରାତ୍ରି- ୦୧.୪୨ ରୁ ୦୩.୨୬
ରାତ୍ରି- ୦୪.୧୮ ରୁ ୦୬.୦୨
ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ
ଅଶୁଭ ସମୟ
ରାହୁକାଳ - ଦିବା ୦୨.୧୭ ରୁ ୦୩.୩୯
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୪ ରୁ ୦୮.୪୭
କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699852160.jpg)