Panchang Today 21st April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଭୂମି କ୍ରୟ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୧୩ଶୀ ରାତ୍ରି ୦୧.୧୧ ଗତେ ୧୪ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ସନ୍ଧ୍ୟା ୦୫.୦୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ପ୍ରାତଃ-୦୫.୨୭ ରୁ ୦୯.୩୯

ଦିବା- ୦୧.୧୯ ରୁ ୦୧.୫୧

ସନ୍ଧ୍ୟା- ୦୬.୪୮ ରୁ ୦୯.୦୫

ରାତ୍ରି- ୧୨.୦୭ ରୁ ୦୧.୧୦

ରାତ୍ରି-୦୨.୩୬ ରୁ ୦୩.୧୦

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୮ ରୁ ୦୬.୦୩

କାଳବେଳା- ଦିବା ୧୧.୪୫ ରୁ ୦୧.୧୯

ବାରବେଳା- ଦିବା ୧୦.୧୧ ରୁ ୧୧.୪୫

କାଳରାତ୍ରି- ରାତ୍ରି ୦୧.୧୦ ରୁ ୦୨.୩୬