Advertisment

Panchang Today 20th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ   ମଙ୍ଗଳବାର । ଚନ୍ଦ୍ର- ମକର ପ୍ରାତଃ ୦୭.୩୪ ଗତେ କୁମ୍ଭ।ତିଥୀ- ୭ମୀ ପ୍ରାତଃ ୦୫.୫୨ ଗତେ ୮ମୀ ନିଶାନ୍ତ ୦୪.୫୫ ଗତେ ୯ମୀ। ଘାତଚନ୍ଦ୍ର- ସିଂହ ରାଶିର , ପ୍ରାତଃ ୦୭.୩୪ ଗତେ ମିଥୁନ ଓ ମୀନ ରାଶିର।

author-image
Deepak Acharya
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ   ମଙ୍ଗଳବାର । ଚନ୍ଦ୍ର- ମକର ପ୍ରାତଃ ୦୭.୩୪ ଗତେ କୁମ୍ଭ।ତିଥୀ- ୭ମୀ ପ୍ରାତଃ ୦୫.୫୨ ଗତେ ୮ମୀ ନିଶାନ୍ତ ୦୪.୫୫ ଗତେ ୯ମୀ। ଘାତଚନ୍ଦ୍ର- ସିଂହ ରାଶିର , ପ୍ରାତଃ ୦୭.୩୪ ଗତେ ମିଥୁନ ଓ ମୀନ ରାଶିର। ଘାତବାର-ମକର ରାଶିର। ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ପ୍ରାତଃ ୦୫.୫୨ ଗତେ ୧ପାଦ-କୃଷିହାନି-ଭୂମିଦାନ।

Advertisment

ଶୁଭସମୟ-

ପ୍ରାତଃ-୦୫.୧୩ ରୁ ୦୬.୫୦

ଦିବା- ୦୯.୩୩ ରୁ ୧୨.୦୯

ଦିବା- ୦୪.୩୫ ରୁ ୦୫.୨୧

ସନ୍ଧ୍ୟା-୦୬.୧୩ ରୁ ୦୬.୫୭

ରାତ୍ରି-୧୧.୪୩ ରୁ ୧୨.୦୫

ରାତ୍ରି-୧୨.୦୫ ରୁ ୦୨.୧୬

ଅଶୁଭସମୟ-

ରାହୁକାଳ- ଦିବା ୦୨.୫୮ ରୁ ୦୪.୩୫

କାଳବେଳା-ଦିବା ୦୧.୨୦ ରୁ ୦୨.୫୮

ବାରବେଳା- ପ୍ରାତଃ ୦୬.୫୦ ରୁ ୦୮.୨୮

କାଳରାତ୍ରି-  ରାତ୍ରି ୦୭.୩୫ ରୁ ୦୮.୫୮

Panchang
Advertisment
Advertisment