Panchang Today 20th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୫୯ ପର୍ଯ୍ୟନ୍ତ।

Panchang Today

ଶୁଭ ସମୟ

ଦିବା-୦୮.୪୧ ରୁ ୧୦.୨୫

ରାତ୍ରି- ୦୯.୦୯ ରୁ ୧୦.୨୦

ରାତ୍ରି-୧୧.୪୩ ରୁ ୧୨.୦୫

ରାତ୍ରି- ୦୧.୩୩ ରୁ ୦୩.୦୦, ୦୩.୪୪ ରୁ ୦୪.୨୮

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୬.୫୦ ରୁ ୦୮.୨୮

କାଳବେଳା- ପ୍ରାତଃ ୦୬.୫୦ ରୁ ୦୮.୨୮

ବାରବେଳା- ଦିବା ୦୨.୫୮ ରୁ ୦୪.୩୬

କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୩