Panchang Today 20th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ବୁଧବାର,ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୨.୨୩ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ରାତ୍ରି ୦୨.୨୩ ଗତେ ୧-ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ।

ଶୁଭ ସମୟ:

ପ୍ରାତଃ-୦୫.୫୪ ରୁ ୦୭.୩୦

ଦିବା-୧୦.୨୪ ରୁ ୧୧.୩୦

ଦିବା- ୦୧.୫୪ ରୁ ୦୫.୦୬

ସନ୍ଧ୍ୟା-୦୬.୪୨ ରୁ ୧୦.୪୧

ରାତ୍ରି- ୦୧.୫୩ ରୁ ୦୨.୫୩

ରାତ୍ରି-୦୪.୨୩ ରୁ ୦୫.୫୩

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ରାହୁକାଳ - ଦିବା ୧୧.୫୪ ରୁ ୦୧.୨୪

କାଳବେଳା- ଦିବା ୦୮.୫୪ ରୁ ୧୦.୨୪

ବାରବେଳା- ଦିବା ୧୧.୫୪ ରୁ ୦୧.୨୪

କାଳରାତ୍ରି- ରାତ୍ରି ୦୨.୫୩ ରୁ ୦୪.୨୩