Panchang Today 20th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୨୦ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି - ୧୧ ଶୀ ଦିବା ୦୯.୫୬ ଗତେ ୧୨ଶୀ ଘାତଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Panchang

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୨୦ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି - ୧୧ ଶୀ ଦିବା ୦୯.୫୬ ଗତେ ୧୨ଶୀ

ଘାତଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୯.୫୬ ଗତେ ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୧୩ ଗତେ ୩ ପାଦ କୃଷି, ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ଦିବା-୦୯.୦୮ ରୁ ୧୦.୫୧
ଦିବା- ୦୧.୦୯ ରୁ ୦୧.୨୬
ଦିବା- ୦୪.୧୮ ରୁ ୦୪.୫୮
ସନ୍ଧ୍ୟା- ୦୫.୪୪ ରୁ ୦୬.୩୪
ରାତ୍ରି- ୦୯.୦୪ ରୁ ୧୧.୩୫
ରାତ୍ରି- ୦୨.୦୫ ରୁ ୦୩.୪୫
ଅଶୁଭ ସମୟ
ରାହୁକାଳ- ଦିବା ୦୨.୫୨ ରୁ ୦୪.୧୮
କାଳବେଳା- ଦିବା ୦୧.୨୬ ରୁ ୦୨.୫୨
ବାରବେଳା- ପ୍ରାତଃ ୦୭.୪୨ ରୁ ୦୯.୦୮
କାଳରାତ୍ରି- ସନ୍ଧ୍ୟା ୦୭.୧୮ ରୁ ୦୮.୫୨