ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୮.୫୦ ଗତେ କନ୍ୟା,ତିଥି- ୧୨ଶୀ ରାତ୍ରି ୧୦.୪୧ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୮.୫୦ ଗତେ ବୃଷ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି୧୦.୪୧ ଗତେ ୨ ପାଦ-କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ
Also Read
ଶୁଭ ସମୟ:
ଦିବା- ୧୦.୧୧ ରୁ ୦୧.୦୧
ରାତ୍ରି- ୦୮.୧୯ ରୁ ୧୦.୩୬
ରାତ୍ରି-୧୨.୦୮ ରୁ ୦୧.୩୯
ରାତ୍ରି-୦୨.୨୫ ରୁ ୦୩.୫୬
ଅଶୁଭ ସମୟ:
ରାହୁକାଳ - ଦିବା ୦୮.୩୭ ରୁ ୧୦.୧୧
କାଳବେଳା- ପ୍ରାତଃ ୦୫.୨୮ ରୁ ୦୭.୦୨ ଓ ଦିବା ୦୪.୨୮ ରୁ ୦୬.୦୨
ବାରବେଳା- ଦିବା ୦୧.୧୯ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୬.୦୨ ରୁ ୦୭.୨୮ ଓ ରାତ୍ରି ୦୪.୦୨ ରୁ ୦୫.୨୭