• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର –ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୪୨ ଗତେ । ୩ୟା ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା । ୦୯.୪୨ ଗତେ ୧ ପାଦ- କୃଷିହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୮ ରୁ ୦୮.୫୦

ଦିବା- ୦୧.୦୫ ରୁ ୦୩.୦୯

ଦିବା- ୦୩.୫୭ ରୁ ୦୪.୦୨

ରାତ୍ରି- ୦୭.୫୭ ରୁ ୦୯.୩୪

ରାତ୍ରି- ୧୨.୦୦ ରୁ ୦୧.୦୭

ରାତ୍ରି- ୦୨.୩୮ ରୁ ୦୫.୪୧

ଅଶୁଭ ସମୟ

ରାହୁକାଳ - ଦିବା ୦୪.୦୨ ରୁ ୦୫.୩୧

କାଳ ବେଳା-ଦିବା ୧୧.୩୬ ରୁ ୦୧.୦୫

ବାର ବେଳା- ଦିବା ୧୦.୦୭ ରୁ ୧୧.୩୬

କାଳରାତ୍ରି –ରାତ୍ରି ୦୧.୦୭ ରୁ ୦୨.୩୮