Panchang Today 1st November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୧୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୩.୩୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ:

ପ୍ରାତଃ-୦୫.୫୧ ରୁ ୦୬.୩୬

ପ୍ରାତଃ- ୦୭.୨୧ ରୁ ୦୮.୪୦

ଦିବା- ୧୧.୫୨ ରୁ ୦୨.୫୩

ଦିବା- ୦୩.୩୮ ରୁ ୦୫.୦୮

ସନ୍ଧ୍ୟା-୦୫.୫୯ ରୁ ୦୮.୧୯

ରାତ୍ରି-୧୧.୫୫ ରୁ ୦୧.୩୭

ରାତ୍ରି- ୦୨.୨୮ ରୁ ୦୪.୧୦

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୦୫ ରୁ ୧୧.୩୦

କାଳବେଳା- ଦିବା ୧୦.୦୫ ରୁ ୧୧.୩୦

ବାରବେଳା- ଦିବା ୦୮.୪୦ ରୁ ୧୦.୦୫

କାଳରାତ୍ରି- ରାତ୍ରି ୦୮.୧୯ ରୁ ୦୯.୫୪