Advertisment

Panchang Today 1st Mar 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।

ଅଦ୍ୟତନ ହୋଇଛି
undefined

Panchang

Advertisment

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।ଘାତଚନ୍ଦ୍ର- ନାସ୍ତି। ଘାତବାର- ବିଛା, ଧନୁ ଓ ମୀନ। ପୁଷ୍କର ଦୋଷ- ଦିବା ୧୨.୪୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Advertisment

ଶୁଭ ସମୟ

ପ୍ରାତଃ-୦୬.୦୯ ରୁ ୦୬.୫୬
ପ୍ରାତଃ-୦୭.୪୨ ରୁ ୦୯.୦୪
ଦିବା-୧୨.୨୨ ରୁ ୦୨.୪୨
ଦିବା-୦୪.୧୫ ରୁ ୦୫.୪୮
ସନ୍ଧ୍ୟା-୦୭.୨୭ ରୁ ୦୮.୫୩
ରାତ୍ରି- ୦୨.୦୨ ରୁ ୦୪.୩୦

ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

Advertisment

ଅଶୁଭ ସମୟ

ରାହୁକାଳ - ଦିବା ୧୦.୩୧ ରୁ ୧୧.୫୯
କାଳବେଳା- ଦିବା ୧୦.୩୧ ରୁ ୧୧.୫୯
ବାରବେଳା- ଦିବା ୦୯.୦୪ ରୁ ୧୦.୩୧
କାଳରାତ୍ରି-  ରାତ୍ରି ୦୮.୫୩ ରୁ ୧୦.୨୬

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ