Panchang Today
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି-୦୯ମୀ ପ୍ରାତଃ ୦୭.୨୪ ଗତେ ୧୦ମୀ ନିଶାନ୍ତ ୦୮.୦୪ ଗତେ ୧୧ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ:
ଦିବା- ୧୦.୦୬ ରୁ ୧୨.୧୦
ଦିବା- ୦୩.୦୧ ରୁ ୦୩.୪୦
ରାତ୍ରି- ୦୭.୩୯ ରୁ ୦୭.୪୫
ରାତ୍ରି- ୦୭.୩୯ ରୁ ୦୭.୪୫
ରାତ୍ରି- ୦୩.୦୦ ରୁ ୦୩.୪୯
ଅଶୁଭ ସମୟ:
ରାହୁକାଳ- ଦିବା- ୦୮.୨୭ ରୁ ୧୦.୦୬
କାଳବେଳା- ପ୍ରାତଃ- ୦୫.୧୦ ରୁ ୦୬.୪୯ ଓ ଦିବା – ୦୪.୩୯ ରୁ ୦୬.୧୮
ବାରବେଳା- ଦିବା- ୦୧.୨୩ ରୁ ୦୩.୦୧
କାଳରାତ୍ରି- ସନ୍ଧ୍ୟା- ୦୬.୧୮ ରୁ ୦୭.୩୯ ଓ ରାତ୍ରି- ୦୩.୪୯ ରୁ ୦୫.୧୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717209224.jpg)