Panchang Today 1st January 2025: ନୂଆ ବର୍ଷରେ କେଉଁ ସମୟ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୨ ୟା ରାତ୍ରି ୦୨.୨୪ ଗତେ ୩ ୟା,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୨.୨୪ ପର୍ଯ୍ୟନ୍ତ ।

ଶୁଭସମୟ:

ପ୍ରାତଃ– ୦୬.୨୫ ରୁ ୦୮.୩୫

ଦିବା- ୧୦.୪୫ ରୁ ୧୧.୫୦

ଦିବା- ୦୧.୩୮ ରୁ ୦୩.୪୮

ସନ୍ଧ୍ୟା- ୦୬.୦୭ ରୁ ୦୭.୦୦

ରାତ୍ରି- ୦୮.୪୬ ରୁ ୦୩.୦୮

ନିଶାନ୍ତ- ୦୪.୪୬ ରୁ ୦୬.୨୫

ଅଶୁଭସମୟ:

ରାହୁକାଳ- ଦିବା ୧୧.୫୦ ରୁ ୦୧.୧୧

କାଳବେଳା- ଦିବା ୦୯.୦୭ ରୁ ୧୦.୨୯

ବାରବେଳା- ଦିବା ୧୧.୫୦ ରୁ ୦୧.୧୧

କାଳରାତ୍ରି- ରାତ୍ରି ୦୩.୦୮ ରୁ ୦୪.୪୬