/odishatv-khabar/media/post_attachments/uploadimage/library/16_9/16_9_0/Panchang_1704076267.jpg)
Panchang
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୫ମୀ ଦିବା ୦୨.୨୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୫ରୁ ୦୭.୪୬
ଦିବା- ୦୯.୧୮ରୁ ୧୧.୨୮
ରାତ୍ରି- ୦୭.୫୨ରୁ ୧୦.୧୧
ରାତ୍ରି- ୦୨.୫୪ରୁ ୦୩.୪୭
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୪୬ରୁ ୦୯.୦୭
କାଳବେଳା- ପ୍ରାତଃ ୦୭.୪୬ରୁ ୦୯.୦୭
ବାରବେଳା- ଦିବା ୦୨.୩୨ରୁ ୦୩.୫୩
କାଳରାତ୍ରି- ରାତ୍ରି ୧୦.୧୧ରୁ ୧୧.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)