Panchang Today 1st February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୫୮ ଗତେ ମୀନ,ତିଥି- ୩ୟା ଦିବା ୧୧.୩୮ ଗତେ ୪ର୍ଥୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୦୮.୫୮ ଗତେ ଧନୁ ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୩୨ ଗତେ ୧ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ଦିବା- ୧୦.୩୬ ରୁ ୦୧.୦୭

ରାତ୍ରି- ୦୮.୦୯ ରୁ ୧୦.୪୩

ରାତ୍ରି- ୧୨.୨୫ ରୁ ୦୨.୦୮

ରାତ୍ରି- ୦୨.୫୯ ରୁ ୦୪.୪୨

ଅଶୁଭସମୟ:

ରାହୁକାଳ- ଦିବା ୦୯.୧୨ ରୁ ୧୦.୩୬

କାଳବେଳା- ପ୍ରାତଃ ୦୬.୨୫ ରୁ ୦୭.୪୯

ଦିବା ୦୪.୧୧ ରୁ ୦୫.୩୫

ବାରବେଳା- ଦିବା ୦୧.୨୪ ରୁ ୦୨.୪୭

କାଳରାତ୍ରି- ସନ୍ଧ୍ୟା ୦୫.୩୫ ରୁ ୦୭.୧୧

ନିଶାନ୍ତ ୦୪.୪୮ ରୁ ୦୬.୨୫