Panchang Today 1st August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଗୁରୁବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୧୨ଶୀ ଦିବା ୦୩.୨୯ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୨୯ ପର୍ଯ୍ୟନ୍ତ।

Panchang Today

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୧୨ଶୀ ଦିବା ୦୩.୨୯ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୨୯ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୫.୨୬ ରୁ ୦୭.୦୯

ଦିବା- ୧୦.୩୫ ରୁ ୦୧.୧୦

ରାତ୍ରି- ୦୨.୨୮ ରୁ ୦୩.୧୩

ଅଧିକ ପଢ଼ନ୍ତୁ: Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ

ଅଶୁଭ ସମୟ

ରାହୁକାଳ- ଦିବା ୦୧.୨୯ ରୁ ୦୩.୦୬

କାଳବେଳା- ଦିବା ୦୩.୦୬ ରୁ ୦୪.୪୨

ବାରବେଳା- ଦିବା ୦୪.୪୨ ରୁ ୦୬.୧୯

କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୬