Panchang Today 19th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର- ମେଷ ଦିବା ୦୪.୧୦ ଗତେ ବୃଷ ତିଥି- ୨ୟା ଦିବା ୦୯.୪୯ ଗତେ ୩ୟା

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର- ମେଷ ଦିବା ୦୪.୧୦ ଗତେ ବୃଷ ତିଥି- ୨ୟା ଦିବା ୦୯.୪୯ ଗତେ ୩ୟା ଘାତଚନ୍ଦ୍ର- ମେଷ ରାଶିର , ଦିବା ୦୪.୧୦ ଗତେ ବୃଷ ରାଶିର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୯.୪୯ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୦.୪୭ ଗତେ ୨ ପାଦ କୃଷି ଓ ବଂଶହାନି ଭୂମି ଓ ତିଳକାଞ୍ଚନ ଦାନ

ଶୁଭସମୟ-

ପ୍ରାତଃ– ୦୭.୧୮ ରୁ ୦୮.୩୮

ଦିବା- ୧୧.୫୪ ରୁ ୧୨.୫୭

ଦିବା- ୦୨.୨୪ ରୁ ୦୨.୫୮

ଦିବା- ୦୩.୪୪ ରୁ ୦୩.୫୦

ରାତ୍ରି- ୦୨.୨୬ ରୁ ୦୩.୧୬

ଅଶୁଭସମୟ-

ରାହୁକାଳ- ଦିବା ୦୮.୩୮ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୪୬ ରୁ ୦୭.୧୨ ଓ ଦିବା ୦୩.୫୦ ରୁ ୦୫.୧୬

ବାରବେଳା-ଦିବା ୧୨.୫୭ ରୁ ୦୨.୨୪

କାଳରାତ୍ରି- ସନ୍ଧ୍ୟା ୦୫.୧୬ ରୁ ୦୬.୫୦ ଓ ରାତ୍ରି ୦୪.୧୨ ରୁ ୦୫.୧୬