• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର, ତିଥି- ୬ଷ୍ଠୀ ପ୍ରାତଃ ୦୭.୨୩ ଗତେ ୭ମୀ, ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର, ଘାତବାର- ମେଷ ରାଶିର, ପୁଷ୍କର ଦୋଷ-  ୧ ପାଦ-କୃଷହାନିି-ଭୂମିଦାନ ପ୍ରାତଃ ୦୭.୨୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ପ୍ରାତଃ- ୦୬.୪୫ ରୁ ୦୮.୫୭
ଦିବା- ୧୨.୫୪ ରୁ ୦୨.୫୦

ଦିବା- ୦୩.୩୪ ରୁ ୦୩.୪୦  
ରାତ୍ରି- ୦୭.୩୮ ରୁ ୦୯.୨୨ 
ରାତ୍ରି- ୧୧.୫୮ ରୁ ୦୧.୦୯
ରାତ୍ରି- ୦୨.୪୬ ରୁ ୦୬.୦୧

ଅଶୁଭ ସମୟ:

ରାହୁକାଳ - ଦିବା ୦୩.୪୦ ରୁ ୦୫.୦୨ 
କାଳବେଳା- ଦିବା ୧୧.୩୧ ରୁ ୧୨.୫୪                                                                                                               
ବାରବେଳା- ଦିବା ୧୦.୦୯ ରୁ ୧୧.୩୧
କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୪୬