/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ଚନ୍ଦ୍ର- ମକର ଅହୋରାତ୍ର`। ତିଥୀ- ୬ଷ୍ଠୀ ପ୍ରାତଃ ୦୬.୧୧ ଗତେ ୭ମୀ।ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର-ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ ୦୬.୧୧ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।
Advertisment
ଶୁଭସମୟ-
ଦିବା- ୦୮.୪୧ ରୁ ୧୦.୨୫
ରାତ୍ରି-୦୯.୦୯ ରୁ ୧୦.୨୦
ରାତ୍ରି-୧୧.୪୩ ରୁ ୧୨.୦୫
ରାତ୍ରି-୦୧.୩୩ ରୁ ୦୩.୦୧, ୦୩.୪୫ ରୁ ୦୪.୨୯
ଅଶୁଭସମୟ-
ରାହୁକାଳ- ପ୍ରାତଃ ୦୬.୫୦ ରୁ ୦୮.୨୮
କାଳବେଳା-ପ୍ରାତଃ ୦୬.୫୦ ରୁ ୦୮.୨୮
ବାରବେଳା- ଦିବା ୦୨.୫୮ ରୁ ୦୪.୩୫
କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)