Advertisment

Panchang Today 19th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Panchang for odisha

Panchang Today

Advertisment

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଦିବା ୦୧.୩୭ ଗତେ କର୍କଟ ,ତିଥ- ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୧.୩୭ ପର୍ଯ୍ୟନ୍ତ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ:

ଦିବା- ୦୮.୫୪ ରୁ ୧୦.୪୨

ଦିବା-୦୧.୦୬ ରୁ ୦୧.୨୪

ଦିବା-୦୪.୨୪ ରୁ ୦୫.୦୬

ସନ୍ଧ୍ୟା-୦୫.୫୩ ରୁ ୦୬.୪୧

ରାତ୍ରି- ୦୯.୦୫ ରୁ ୧୧.୩୦

ରାତ୍ରି-୦୧.୫୪ ରୁ ୦୩.୩୦

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୫୪ ରୁ ୦୪.୨୪

କାଳବେଳା- ଦିବା ୦୧.୨୪ ରୁ ୦୨.୫୪

ବାରବେଳା- ପ୍ରାତଃ ୦୭.୨୪ ରୁ ୦୮.୫୪

କାଳରାତ୍ରି- ସନ୍ଧ୍ୟା ୦୭.୨୩ ରୁ ୦୮.୫୩

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ