/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର।ତିଥି - ୮ମୀ ଦିବା ୧୧.୫୫ ଗତେ ୯ମୀ।ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୧୨ ରୁ ୦୬.୦୪
ଦିବା – ୦୯.୩୬ ରୁ ୧୧.୨୧
ସନ୍ଧ୍ୟା – ୦୭.୦୭ ରୁ ୦୯.୧୬
ରାତ୍ରି – ୦୧.୦୯ ରୁ ୦୨.୧୯
ରାତ୍ରି – ୦୩.୪୫ ରୁ ୦୫.୧୨
ଅଶୁଭ ସମୟ -
ରାହୁକାଳ- ଦିବା ୦୧.୨୭ ରୁ ୦୩.୦୬
କାଳବେଳା - ଦିବା ୦୩.୦୬ ରୁ ୦୪.୪୫
ବାରବେଳା- ଦିବା ୦୪.୪୫ ରୁ ୦୬.୨୩
କାଳରାତ୍ରି- ରାତ୍ରି ୧୧.୪୮ ରୁ ୦୧.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)