ଅଦ୍ୟତନ ହୋଇଛି
Panchang
Advertisment
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୦୭.୪୧ ଗତେ ୧୪ଶୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୧ ରୁ ୦୬.୧୩
ପ୍ରାତଃ- ୦୭.୦୫ ରୁ ୦୮.୩୭
ଦିବା- ୧୨.୧୯ ରୁ ୦୨.୫୫
ଦିବା-୦୪.୩୯ ରୁ ୦୬.୨୪
ରାତ୍ରି- ୦୭.୫୧ ରୁ ୦୯.୦୮
ରାତ୍ରି- ୦୧.୪୨ ରୁ ୦୩.୫୪
ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୫ ରୁ ୧୧.୫୨
କାଳବେଳା- ଦିବା ୧୦.୧୫ ରୁ ୧୧.୫୨
ବାରବେଳା- ଦିବା ୦୮.୩୭ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୯.୦୮ ରୁ ୧୦.୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1721095850.jpg)