• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କୁମ୍ଭମାସ  ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି-  ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ- ୦୬.୧୭ ରୁ ୦୭.୪୩
ଦିବା- ୧୦.୫୨ ରୁ ୦୧.୦୯
ଦିବା- ୦୪.୧୮ ରୁ ୦୪.୫୮
ସନ୍ଧ୍ୟା- ୦୬.୩୪ ରୁ ୦୯.୦୪
ରାତ୍ରି- ୧୨.୦୦ ରୁ ୦୨.୫୬

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୪୩ ରୁ ୦୯.୦୯
କାଳବେଳା- ପ୍ରାତଃ ୦୭.୪୩ ରୁ ୦୯.୦୯
ବାରବେଳା- ଦିବା ୦୨.୫୨ ରୁ ୦୪.୧୮
କାଳରାତ୍ରି- ରାତ୍ରି ୧୦.୨୬ ରୁ ୧୨.୦୦

OTV is now on Whatsapp

Join and get latest news update delivered to you via whatsapp

Join Now