Panchang Today 19th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ ତିଥ- ୭ମୀ ଦିବା ୦୧.୦୭ ଗତେ ୮ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୬.୨୦ ଗତେ ଧନୁ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୦୨ ଗତେ ୧ ପାଦ କୃଷିହାନି-ଭୂମିଦାନ

Panchanga

ସୈାର ଧନୁମାସ  ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ  ମଙ୍ଗଳବାର

ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ

ତିଥ- ୭ମୀ ଦିବା ୦୧.୦୭ ଗତେ ୮ମୀ

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୬.୨୦ ଗତେ ଧନୁ ରାଶିର

ଘାତବାର- ମକର ରାଶିର  

ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ  ବଂଶହାନି- ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ପ୍ରାତଃ- ୦୬.୧୯ ରୁ ୦୭.୦୨

ଦିବା- ୦୯.୦୧ ରୁ ୧୧.୨୧

ସନ୍ଧ୍ୟା- ୦୫.୦୭ ରୁ ୦୬.୪୬

ରାତ୍ରି- ୦୮.୨୫ ରୁ ୦୮.୩୮

ରାତ୍ରି- ୦୯.୩୧ ରୁ ୧୨.୧୦

ରାତ୍ରି- ୦୧.୫୫ ରୁ ୦୩.୪୧

ନିଶାନ୍ତ- ୦୪.୩୪ ରୁ ୦୬.୧୯

ଅଶୁଭ ସମୟ

ରାହୁକାଳ - ଦିବା ୦୨.୨୫ ରୁ ୦୩.୪୬ 

କାଳବେଳା- ଦିବା ୦୧.୦୪ ରୁ ୦୨.୨୫                                                                                             

ବାରବେଳା- ପ୍ରାତଃ ୦୭.୪୦ ରୁ ୦୯.୦୧

କାଳରାତ୍ରି- ସନ୍ଧ୍ୟା ୦୬.୪୬ ରୁ ୦୮.୨୫