Advertisment

Panchang Today 18th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥୀ- ୫ମୀ ପାତଃ ୦୫.୫୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର-ମେଷ ରାଶିର ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥୀ- ୫ମୀ ପାତଃ ୦୫.୫୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର-ମେଷ ରାଶିର । ପୁଷ୍କର ଦୋଷ –୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୫୨ ଗତେ ୧ ପାଦ- କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ପ୍ରାତଃ-୦୬.୫୭ ରୁ ୦୯.୩୩
ଦିବା-୦୧.୨୦ ରୁ ୦୨.୪୪
ଦିବା-୦୪.୨୮ ରୁ ୦୪.୩୫
ସନ୍ଧ୍ୟା-୦୬.୧୨ ରୁ ୦୭.୪୦
ରାତ୍ରି-୧୦.୩୬ ରୁ ୧୨.୪୯

ଅଶୁଭ ସମୟ-

ରାହୁକାଳ- ଦିବା ୦୪.୩୫ ରୁ ୦୬.୧୨
କାଳବେଳା-  ଦିବା ୧୧.୪୩ ରୁ ୦୧.୨୦
ବାରବେଳା- ଦିବା ୧୦.୦୫ ରୁ ୧୧.୪୩
କାଳରାତ୍ରି-  ରାତ୍ରି ୦୧.୦୫ ରୁ ୦୨.୧୮

Advertisment
Panchang
Advertisment
Advertisment