ଅଦ୍ୟତନ ହୋଇଛି
Panchang
Advertisment
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ,ତିôଥ- ୯ମୀ ରାତ୍ରି ୧୦.୪୯ ଗତେ ୧୦ ମୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ସନ୍ଧ୍ୟା ୦୬.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ:
ପ୍ରାତଃ-୦୫.୫୫ ରୁ ୦୭.୨୫
ଦିବା- ୧୦.୪୩ ରୁ ୦୧.୦୬
ଦିବା-୦୪.୨୩ ରୁ ୦୫.୦୫
ସନ୍ଧ୍ୟା-୦୬.୪୧ ରୁ ୦୯.୦୬
ରାତ୍ରି- ୧୧.୫୪ ରୁ ୦୨.୪୨
ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୭.୨୫ ରୁ ୦୮.୫୫
କାଳବେଳା- ପ୍ରାତଃ ୦୭.୨୫ ରୁ ୦୮.୫୫
ବାରବେଳା- ଦିବା ୦୨.୫୪ ରୁ ୦୪.୨୩
କାଳରାତ୍ରି- ରାତ୍ରି୧୦.୨୪ ରୁ ୧୧.୫୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang__1710731954.jpg)