Panchang Today 18th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ।

Panchang

ଶୁଭ ସମୟ

ପ୍ରାତଃ- ୦୫.୨୧ ରୁ ୦୭.୦୫

ଦିବା- ୧୦.୩୪ ରୁ ୦୧.୧୧

ରାତ୍ରି- ୦୨.୨୬ ରୁ ୦୩.୧୦

ଅଧିକ ପଢ଼ନ୍ତୁ: Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ

ଅଶୁଭ ସମୟ

ରାହୁକାଳ- ଦିବା ୦୧.୩୦ ରୁ ୦୩.୦୮

କାଳବେଳା- ଦିବା ୦୩.୦୮ ରୁ ୦୪.୪୬

ବାରବେଳା- ଦିବା ୦୪.୪୬ ରୁ ୦୬.୨୪

କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୫