/odishatv-khabar/media/post_attachments/uploadimage/library/16_9/16_9_0/Panchang_1737169422.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୯.୨୯ ଗତେ କନ୍ୟା,ତିଥି- ୫ମୀ ଅହୋରାତ୍ର,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ରାତ୍ରି ୦୯.୨୯ ଗତେ ବୃଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭସମୟ:
ଦିବା- ୧୦.୩୪ ରୁ ୦୧.୦୨
ରାତ୍ରି- ୦୮.୦୨ ରୁ ୧୦.୩୮
ରାତ୍ରି- ୧୨.୨୩ ରୁ ୦୨.୦୭
ରାତ୍ରି- ୦୨.୫୯ ରୁ ୦୪.୪୩
ଅଶୁଭସମୟ:
ରାହୁକାଳ- ଦିବା ୦୯.୧୨ ରୁ ୧୦.୩୪
କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୫୦
ଦିବା ୦୪.୦୪ ରୁ ୦୫.୨୬
ବାରବେଳା- ଦିବା ୦୧.୧୯ ରୁ ୦୨.୪୧
କାଳରାତ୍ରି- ସନ୍ଧ୍ୟା ୦୫.୨୬ ରୁ ୦୭.୦୪
ନିଶାନ୍ତ ୦୪.୫୦ ରୁ ୦୬.୨୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)