ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୮.୪୫ ଗତେ ୯ମୀ, ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି
Also Read
ଶୁଭ ସମୟ:
ପ୍ରାତଃ-୦୬.୨୮ ରୁ ୦୭.୫୫
ଦିବା- ୧୦.୫୧ ରୁ ୦୧.୦୨
ରାତ୍ରି- ୦୨.୫୯ ରୁ ୦୩.୫୧ପ୍ରାତଃ ପ୍ରାତଃ
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ:
ରାହୁକାଳ- ଦିବା ୦୧.୧୯ ରୁ ୦୨.୪୧
କାଳବେଳା- ଦିବା ୦୨.୪୧ ରୁ ୦୪.୦୩
ବାରବେଳା- ଦିବା ୦୪.୦୩ ରୁ ୦୫.୨୫
କାଳରାତ୍ରି- ରାତ୍ରି ୧୧.୫୬ ରୁ ୦୧.୩୪