/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702868790.jpg)
Today Panchang
ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୦୩.୧୪ ଗତେ ୭ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶି । ପୁଷ୍କର ଦୋଷ- ଦିବା ୦୩.୧୪ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୨ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୧୮ରୁ ୦୭.୩୯
ଦିବା- ୦୯.୧୧ରୁ ୧୧.୨୧
ରାତ୍ରି- ୦୭.୪୫ରୁ ୧୦.୦୪
ରାତ୍ରି- ୦୨.୪୮ରୁ ୦୩.୪୦
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୩୯ରୁ ୦୯.୦୦
କାଳବେଳା- ପ୍ରାତଃ ୦୭.୩୯ରୁ ୦୯.୦୦
ବାରବେଳା- ଦିବା ୦୨.୨୫ରୁ ୦୩.୪୬
କାଳରାତ୍ରି- ରାତ୍ରି ୧୦.୦୪ରୁ ୧୧.୪୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)