Panchang Today 17th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର ।ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି- ୧୪ଶୀ ଦିବା ୧୧.୪୪ ଗତେ ପୂର୍ଣ୍ଣିମା ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୧.୫୨ ଗତେ ୨ ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

ଶୁଭସମୟ:

ପ୍ରାତଃ- ୦୫.୩୮ ରୁ ୦୬.୨୬

ଦିବା- ୦୮.୩୯ ରୁ ୧୧.୧୬

ସନ୍ଧ୍ୟା- ୦୫.୪୩ ରୁ ୦୭.୧୩

ରାତ୍ରି- ୦୮.୪୨ ରୁ ୦୮.୫୪

ରାତ୍ରି- ୦୯.୪୧ ରୁ ୧୨.୦୪

ରାତ୍ରି- ୦୧.୪୦ ରୁ ୦୩.୧୫

ରାତ୍ରି- ୦୪.୦୩ ରୁ ୦୫.୩୮

ଅଶୁଭସମୟ:

ରାହୁକାଳ- ଦିବା ୦୨.୪୨ ରୁ ୦୪.୧୩

କାଳବେଳା- ଦିବା ୦୧.୧୧ ରୁ ୦୨.୪୨

ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୩୯

କାଳରାତ୍ରି- ସନ୍ଧ୍ୟା ୦୭.୧୩ ରୁ ୦୮.୪୨