Panchang Today 17th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଦିବା ୦୪.୨୦ ଗତେ ମେଷ, ତିଥି- ପୂର୍ଣ୍ଣିମା ଦିବା ୦୪.୫୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୪.୨୦ ଗତେ ମେଷ ରାଶିର, ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ- ୦୫.୪୫ ରୁ ୦୭.୧୭

ସନ୍ଧ୍ୟା- ୦୬.୦୭ ରୁ ୦୯.୧୭

ରାତ୍ରି- ୦୧.୦୫ ରୁ ୦୩.୧୬

ରାତ୍ରି- ୦୪.୦୬ ରୁ ୦୫.୪୫

ଅଶୁଭସମୟ:

ରାହୁକାଳ- ଦିବା ୧୨.୫୮ ରୁ ୦୨.୨୪

କାଳବେଳା- ଦିବା ୦୨.୨୪ ରୁ ୦୩.୫୧

ବାରବେଳା- ଦିବା ୦୩.୫୧ ରୁ ୦୫.୧୮

କାଳରାତ୍ରି- ରାତ୍ରି ୧୧.୩୨ ରୁ ୦୧.୦୫