/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର । ଚନ୍ଦ୍ର-ଧନୁ ରାତ୍ରି୧୨.୦୨ ଗତେ ମକର। ତିଥୀ-୪ର୍ଥୀ (ମଳ) ପ୍ରାତଃ ୦୫.୧୩ ଗତେ ୫ମୀ।ଘାତଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ରାତ୍ରି ୧୨.୦୨ ଗତେ ସିଂହ ରାଶିର। ଘାତବାର-ବୃଷ,ସିଂହ, ଓ କନ୍ୟା ରାଶିର।ପୁଷ୍କର ଦୋଷ –୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୪୩ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
Advertisment
ଶୁଭସମୟ-
ଦିବା-୧୦.୦୫ ରୁ ୧୨.୦୯
ଦିବା-୦୨.୫୭ ରୁ ୦୩.୩୬
ରାତ୍ରି-୦୭.୩୪ ରୁ ୦୭.୪୦
ରାତ୍ରି-୧୧.୨୦ ରୁ ୦୧.୩୩
ରାତ୍ରି-୦୩.୦୧ ରୁ ୦୩.୫୧
ଅଶୁଭସମୟ-
ରାହୁକାଳ- ଦିବା ୦୮.୨୮ ରୁ ୧୦.୦୫
କାଳବେଳା- ପ୍ରାତଃ ୦୫.୧୪ ରୁ ୦୬.୫୧, ଦିବା ୦୪.୩୪ ରୁ ୦୬.୧୨
ବାରବେଳା- ଦିବା ୦୧.୨୦ ରୁ ୦୨.୫୭
କାଳରାତ୍ରି- ସନ୍ଧ୍ୟା ୦୬.୧୨ ରୁ ୦୭.୩୪ ଓ ରାତ୍ରି ୦୩.୫୧ ରୁ ୦୫.୧୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)