Panchang
Advertisment
ସୌର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୯.୫୩ ଗତେ ୯ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ-୦୫.୫୬ ରୁ ୦୯.୫୫
ଦିବା-୦୧.୨୪ ରୁ ୦୧.୫୪
ସନ୍ଧ୍ୟା-୦୬.୪୧ ରୁ ୦୯.୦୬
ରାତ୍ରି- ୧୨.୧୮ ରୁ ୦୧.୨୪
ରାତ୍ରି-୦୨.୫୫ ରୁ ୦୩.୩୧
ଅଶୁଭ ସମୟ
ରାହୁକାଳ - ଦିବା ୦୪.୨୩ ରୁ ୦୫.୫୩
କାଳବେଳା- ଦିବା ୧୧.୫୫ ରୁ ୦୧.୨୪
ବାରବେଳା- ଦିବା ୧୦.୨୫ ରୁ ୧୧.୫୫
କାଳରାତ୍ରି- ରାତ୍ରି ୦୧.୨୪ ରୁ ୦୨.୫୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1710639908.jpg)