Advertisment

Panchang Today 17th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ  ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି - ୬ଷ୍ଠୀ ଦିବା ୦୨.୪୬ ଗତେ ୭ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର ଅହୋରାତ୍ର

author-image
Deepak Acharya
undefined

Panchang

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ  ମଙ୍ଗଳବାର ।

ଚନ୍ଦ୍ର- କୁମ୍ଭ ଅହୋରାତ୍ର

ତିଥି - ୬ଷ୍ଠୀ ଦିବା ୦୨.୪୬ ଗତେ ୭ମୀ

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର ଅହୋରାତ୍ର

ଘାତବାର- ମକର ରାଶିର

ପୁଷ୍କର ଦୋଷ – ୧ପାଦ - କୃଷିହାନି – ଭୂମଦାନ ଦିବା ୦୨.୪୬ ଗତେ ୨ପାଦ - କୃଷି ଓ ପଶୁହାନି-

Advertisment

 ଭୂମି ଓ ଅନ୍ନଦାନ ରାତ୍ରି ୦୧.୦୦ ଗତେ ୩ପାଦ - କୃଷି , ପଶୁ ଓ ବଂଶହାନି – ଭୂମି ,ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭ ସମୟ –

ପ୍ରାତଃ – ୦୫.୧୧ ରୁ ୦୬.୫୦

ଦିବା – ୦୯.୩୫ ରୁ ୧୨.୧୪

ଦିବା – ୦୪.୪୪ ରୁ ୦୫.୩୦

ସନ୍ଧ୍ୟା – ୦୬.୨୩ ରୁ ୦୭.୦୬

ରାତ୍ରି – ୦୯.୦୫ ରୁ ୦୯.୫୯

ରାତ୍ରି – ୧୨.୦୯ ରୁ ୦୨.୧୮

ଅଶୁଭ ସମୟ - 

ରାହୁକାଳ- ଦିବା ୦୩.୦୫ ରୁ ୦୪.୪୪

କାଳବେଳା - ଦିବା ୦୧.୨୬ ରୁ ୦୩.୦୫

ବାରବେଳା- ପ୍ରାତଃ ୦୬.୫୦ ରୁ ୦୮.୨୯

କାଳରାତ୍ରି- ରାତ୍ରି ୦୭.୪୪ ରୁ ୦୯.୦୫

Horoscope Panchang
Advertisment
Advertisment