/odishatv-khabar/media/post_attachments/uploadimage/library/16_9/16_9_0/Panchang_1736482162.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର ।ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୪ର୍ଥୀ ନିଶାନ୍ତ ୦୫.୩୦ ଗତେ ୫ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ ୦୬.୨୭ ରୁ ୦୭.୧୧
ପ୍ରାତଃ ୦୭.୫୫ ରୁ ୦୯.୧୨
ଦିବା- ୧୨.୧୮ ରୁ ୦୨.୩୦
ଦିବା- ୦୩.୫୭ ରୁ ୦୫.୨୫
ସନ୍ଧ୍ୟା- ୦୭.୦୯ ରୁ ୦୮.୪୧
ରାତ୍ରି- ୦୨.୦୭ ରୁ ୦୪.୪୩
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୩୪ ରୁ ୧୧.୫୬
କାଳବେଳା- ଦିବା ୧୦.୩୪ ରୁ ୧୧.୫୬
ବାରବେଳା- ଦିବା ୦୯.୧୨ ରୁ ୧୦.୩୪
କାଳରାତ୍ରି- ରାତ୍ରି ୦୮.୪୧ ରୁ ୧୦.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)