• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୨୭ରୁ ୦୭.୫୫

ଦିବା- ୧୦.୩୪ରୁ ୧୧.୩୪

ଦିବା- ୦୧.୪୬ରୁ ୦୪.୪୧

ସନ୍ଧ୍ୟା- ୦୬.୧୭ରୁ ୧୦.୩୮

ରାତ୍ରି- ୦୨.୦୭ରୁ ୦୩.୧୨

ନିଶାନ୍ତ- ୦୪.୫୦ରୁ ୦୬.୨୮

ଅଶୁଭ ସମୟ

ରାହୁକାଳ- ଦିବା ୧୧.୫୬ରୁ ୦୧.୧୮

କାଳବେଳା- ଦିବା ୦୯.୧୨ରୁ ୧୦.୩୪

ବାରବେଳା- ଦିବା ୧୧.୫୬ରୁ ୦୧.୧୮

କାଳରାତ୍ରି- ରାତ୍ରି ୦୩.୧୨ରୁ ୦୪.୫୦

OTV is now on Whatsapp

Join and get latest news update delivered to you via whatsapp

Join Now