Panchang Today 17th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୯ମୀ ଦିବା ୦୩.୧୪ ଗତେ ୧୦ମୀ ଘାତଚନ୍ଦ୍ର- ନାସ୍ତି,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୫.୩୦ ରୁ ୦୭.୧୦

ଦିବା- ୧୦.୧୨ ରୁ ୧୧.୨୧

ଦିବା-୦୧.୫୧ ରୁ ୦୫.୧୧

ସନ୍ଧ୍ୟା-୦୬.୪୭ ରୁ ୧୦.୩୭

ରାତ୍ରି- ୦୧.୪୦ ରୁ ୦୨.୩୮

ରାତ୍ରି-୦୪.୦୪ ରୁ ୦୫.୩୦

ଅଶୁଭ ସମୟ:

ରାହୁକାଳ - ଦିବା ୧୧.୪୬ ରୁ ୦୧.୨୦

କାଳବେଳା- ଦିବା ୦୮.୩୮ ରୁ ୧୦.୧୨

ବାରବେଳା- ଦିବା ୧୧.୪୬ ରୁ ୦୧.୨୦

କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୦୪