/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥୀ-୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର-ଦିବା ୦୨.୦୭ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର-ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ପୁଷ୍କର ଦୋଷ –ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ-୦୬.୦୬ ରୁ ୦୬.୫୮
ଦିବା-୧୨.୦୯ ରୁ ୦୨.୪୪
ସନ୍ଧ୍ୟା-୦୬.୧୧ ରୁ ୦୮.୨୪
ରାତ୍ରି-୧୨.୪୯ ରୁ ୦୩.୦୧
ରାତ୍ରି-୦୩.୪୫ ରୁ ୦୫.୧୪
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୦୫ ରୁ ୧୧.୪୩
କାଳବେଳା- ଦିବା ୧୦.୦୫ ରୁ ୧୧.୪୩
ବାରବେଳା- ଦିବା ୦୮.୨୮ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୫୭ ରୁ ୧୦.୨୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)