Panchang Today 16th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି-୮ମୀ(ମଳ) ପ୍ରାତଃ ୦୬.୨୩ ଗତେ ୯ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୫.୧୪ ରୁ ୦୬.୦୬

ଦିବା- ୦୯.୩୩ ରୁ ୧୧.୧୭

ସନ୍ଧ୍ୟା-୦୬.୫୬ ରୁ ୦୯.୦୮

ରାତ୍ରି-୦୧.୦୫ ରୁ ୦୨.୧୭

ରାତ୍ରି-୦୩.୪୫ ରୁ ୦୫.୧୩

ଅଧିକ ପଢ଼ନ୍ତୁ: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ଦିବା ୦୧.୨୦ ରୁ ୦୨.୫୭

କାଳବେଳା- ଦିବା ୦୨.୫୭ ରୁ ୦୪.୩୪

ବାରବେଳା- ଦିବା ୦୪.୩୪ ରୁ ୦୬.୧୨

କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୦