Panchang Today 16th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା-୧୦.୨୫ ରୁ ୦୧.୦୬

ରାତ୍ରି- ୦୮.୧୭ ରୁ ୧୦.୪୨

ରାତ୍ରି-୧୨.୧୯ ରୁ ୦୧.୫୫

ରାତ୍ରି-୦୨.୪୩ ରୁ ୦୪.୨୦

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୫୬ ରୁ ୧୦.୨୫

କାଳବେଳା-ପ୍ରାତଃ ୦୫.୫୭ ରୁ ୦୭.୨୭ ଓ ଦିବା ୦୪.୨୩ ରୁ ୦୫.୫୩

ବାରବେଳା- ଦିବା ୦୧.୨୪ ରୁ ୦୨.୫୪

କାଳରାତ୍ରି-ସନ୍ଧ୍ୟା ୦୫.୫୩ ରୁ ୦୭.୨୩ ଓ ରାତ୍ରି ୦୨.୪୩ ରୁ ୦୪.୨୦