Panchang Today 16th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୭.୫୧ ଗତେ ବିଛା, ତିଥି- ୧୦ମୀ ରାତ୍ରୀ ୦୮.୩୪ ଗତେ ୧୧ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୧୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ଦିବା- ୦୮.୩୬ ରୁ ୧୦.୩୪

ଦିବା- ୦୧.୧୧ ରୁ ୦୧.୩୦

ଦିବା- ୦୪.୪୬ ରୁ ୦୫.୩୨

ସନ୍ଧ୍ୟା-୦୬.୨୪ ରୁ ୦୭.୦୮

ରାତ୍ରି- ୦୯.୧୯ ରୁ ୧୧.୩୧

ରାତ୍ରି-୦୧.୪୨ ରୁ ୦୩.୦୯

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭସମୟ:

ରାହୁକାଳ- ଦିବା ୦୩.୦୮ ରୁ ୦୪.୪୬

କାଳବେଳା- ଦିବା ୦୧.୩୦ ରୁ ୦୩.୦୮

ବାରବେଳା- ପ୍ରାତଃ ୦୬.୫୮ରୁ ୦୮.୩୬

କାଳରାତ୍ରି- ରାତ୍ରି ୦୭.୪୬ ରୁ ୦୯.୦୮